web page for every book School , College , Engineering .

Friday, October 25, 2024

Odia GK And Odia paheliya | Meher Sir

Meher Sir | Odisha GK MCQ Question and Answer | Odia gk questions and answers | ପଦ୍ୟ ପ୍ରହେଳିକା, odia padya prahelika | Odia Dhaga Dhamali | mysterious paheliyan, paheli challenge | Danai Pranita Odia Paheli. 


(୧) କେଉଁ ଜିନିଷ ଶୁଖୁଲେ ୨ କେ.ଜି, ଓଦାରେ ୧ କେ.ଜି ଜଳିଗଲେ ୩ କେ.ଜି ହୋଇଥାଏ ?

 ଉ : ସଲ୍‌ଫର୍‌


(୨) ଛେଳିର ଛୁଆକୁ କ'ଣ କୁହାଯାଏ ?

ଉ: ମେମନା


(୩) ତାହା କ’ଣ ଯାହକୁ ସକାଳେ ଦେଖ‌ିଲେ ସବୁଜ, ଖରାବେଳେ ଦେଖ‌ିଲେ କଳା, ସନ୍ଧ୍ୟାରେ ଦେଖ‌ିଲେ ନୀଳ ଏବଂ ରାତିରେ ଦେଖିଲେ ଧଳା ଦେଖାଯାଏ ?

ଉ: ବିଲେଇର ଆଖ୍


(୪) ଏମିତି ଏକ ନାମ କୁହ ଯାହାକୁ ଆମେ ଇଂରାଜୀ, ଗଣିତ ଏବଂ, ଓଡିଆ ତିନୋଟି ଭାଷାକୁ ମିଶାଇ ଆମେ ଲେଖୁବା ?

ଉ: B୯ଦ (ବିନୋଦ)


(୫) ଭାରତର ପ୍ରଥମ ନିର୍ମିତ କମ୍ପ୍ୟୁଟରର ନାମ କ’ଣ ? 

ଉ: ସିଦ୍ଧାର୍ଥ


(୬) ଚାଖଣ୍ଡେ ପଶେ ଦିନେ ନପଶିଲେ ଗନ୍ଧିଆ ବାସେ ତାହା କ’ଣ ?

ଉ: ଦାନ୍ତ କାଠି


(୭) ନବୀନ ପଟ୍ଟନାୟକଙ୍କ ନାମ କ'ଣ ?

• ଉ: ପପୁ


(୮) ସେ କିଏ ଯିଏ ମୁଣ୍ଡରେ ପାଣି ଧରି ଦିନ ରାତି ଠିଆ ହୋଇଯାଏ ? 

ଉ: ନଡ଼ିଆଗଛ


(୯) ମୁଁ ସମସ୍ତଙ୍କୁ ଖାଏ, କିନ୍ତୁ ମୋତେ କିଏ ଖାଏନାହିଁ ମୁଁ କିଏ ?

ଉ: ଦାନ୍ତ


(୧୦) ଜଣେ ଭାଇ ତା ଭଉଣୀକୁ ଗୋଟିଏ ଉପହାର ଦେଲା ଓ କହିଲା ଭୋକ ହେଲେ ଖାଇବୁ ଶୋଷହେଲେ ପିଇବୁ ଶୀତ ହେଲେ ଜାଳିବୁ ତାହା କ’ଣ ?

* ଉ: ନଡ଼ିଆ


(୧୧) ତାହା କ’ଣ ଯାହା ନିଜର କମ୍ ଏବଂ ଅନ୍ୟର ଅଧିକ ବ୍ୟବହାର କରିଥାଉ ?

ଉ: ନାମ


(୧୨) ସ୍ଵାଧୀନ ଭାରତର ପ୍ରଥମ ଭୋଟରଙ୍କ ନାମ କ’ଣ ? 

ଉ: ଶ୍ୟାମ ଶରଣ ଜେନା


(୧୩) ଏମିତି ଗଛଅଛି ଯାହାର ଫୁଲ ନାହିଁ ଫଳ ଅଛି ?

ଉ: ପଣସ


(୧୪) ଭାରତର ପ୍ରଥମ ନାଗରିକ କାହାକୁ କୁହାଯାଏ ? 

ଉ: ରାଷ୍ଟ୍ରପତି


(୧୫) ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ କିଏ ? 

ଉ: ନନ୍ଦିନୀ ଶତପଥ


(୧୬) ଭାରତର ସର୍ବପ୍ରଥମେ କାହାକୁ କୋରନା ଟିକା ଦିଆଯାଇଥିଲା ?

 ଉ: ମନିଷ କୁମାର


(୧୭) ଛୁଇଁ ହୁଏ ଧରିହୁଏନା, ବୁଝିହୁଏ ହେଲେ ଦେଖ ହୁଏନା ସବୁଠି ଥାଏ ସେ ମାଟିରୁ ଆକାଶ ତା ବିନା ଜୀବନ ଜିଇଁ ହୁଏନା ?

ଉ: ପବନ


(୧୮) ସକାଳେ ୪ଟି ଗୋଡ, ଦ୍ବିପହରରେ ୨ଟି ଗୋଡ଼, ସନ୍ଧ୍ୟାରେ ୩ ଟି ଗୋଡ଼ରେ ଚାଲେ ତାହା କ’ଣ ?

ଉ: ମଣିଷ (ଶେଷବ, ଯୌବନ ଓ ବାର୍ଦ୍ଧକ)


(୧୯) ଏମିତି କେଉଁ ପତ୍ର ଅଛି ଯାହା କେଉଁ ଗଛ ଲତାରେ ନଥାଏ ?

ଉ: ସମ୍ବାଦପତ୍ର


(୨୦) ଚନ୍ଦ୍ର ପୃଷ୍ଠରେ ଲଗାଯାଇଥିବା ପ୍ରଥମ ବୃକ୍ଷ କିଏ ?

ଉ: କପା


(୨୧) ବ୍ୟାଙ୍କର ଓଡ଼ିଆ ନାମ କ’ଣ ?

ଉ: ଅଧ୍ବକୋଷ


(୨୨) ଜାତୀୟ ପତାକା କିଏ ତିଆରି କରିଥିଲେ ?

ଉ: ପିଙ୍ଗଳୀ ଭେଙ୍କେୟା


(୨୩) ତିନୋଟି ଅକ୍ଷରେ ନାମ ତାହାର ଶୋଇବା ବେଳକୁ ସେ ଦରକାର, ଦ୍ଵିତୀୟ, ତୃତୀୟ ମିଶାଇ ଦେଲେ କଣ୍ଟା ଗଛଟିକୁ ବୁଝାଏ ଭଲେ, ତୃତୀୟ, ପ୍ରଥମ କରିଲେ ଯୋଗ ମିଠା ଫଳଟିକୁ ବୁଝାଉଥବ ? 

ଉ: ତକିଆ


(୨୪) ମୁଁ ଏବେ ଅଛି ପୁଣି ଏବେ ନାହିଁ କହିଲ ଦେଖୁ ମୁଁ କିଏ ?

ଉ: ସମୟ


(୨୫) ଅକଳ ଗଛର ବକଳ କୁସୁମ ଗଛର ପାନିଆଁ ସହସ୍ର କୁଟୁମ ଜଗି ବସିଛନ୍ତି କେଉଁ ବାଟେ ଗଲା କନିଆଁ ?

ଉ: ପ୍ରାଣବାୟୁ(ଆତ୍ମା)


(୨୬) ନଅର ଭିତରେ ଚଅଁର ଚଅଁର ଭିତରେ ବାଲି ମା’ ତ ମଲାଣି ! ଛ ମିଆସି ହେଲା ଛୁଆ ଜନ୍ମ ହେଲା କାଲି ?

ଉ: କନିଆଁ


(୨୭) ଚୋର ପଶିଥିଲା ବାରୁଣା ବନ୍ତରେ ପାଣ୍ଡବ ଦେଶରେ ଧରିଲେ, ହସ୍ତିନା ଦେଶରେ ପକାଇ ରଖିଲେ ଲକ୍ଷଣ ଦେଶରେ ମାରିଲେ ?

ଉ: ଉଙ୍କୁଣୀ


(୨୮) ବୁଣିଲି ମସୁର ଉଠିଲା ବିରି ଫୁଲ ଫୁଟିଗଲା ଲବଙ୍ଗ କଢି କଷି ଧରିଗଲା ବେଲ ଏହି ନାଁ ଟି କହିଦେବ ଯିଏ ତାକୁ ମୁଁ କରିବି ଗେଲ ?

ଉ: ବାଇଗଣ


(୨୯) ପଟାକୁ ପଟା ତଳେ ଯେଉଁ କମଳ ଇଟା ଦା ମାରିଦେଲେ ଦଇବ | ଏମିତି ସୁନ୍ଦର କୁସୁମ ଫୁଲ ତୋଳି ଆଣି କିଏ ନାଇବ ?

ଉ : ତାରା


(୩୦) ଯାଇଥୁଲି ଟାଇଁକଣା ଏକ କଣା ଏକ ଗଛରେ ଦେଖୁଆସିଲି । କପା, କଦଳୀ, ବଡ଼ଚଣା ?

ଉ: ଶିମିଳି ଗଛ


(୩୧) ସପ୍ତାହକୁ ଦୁଇଥର ଆସେ କିନ୍ତୁ ମାସରେ ଥରେବି ଆସେ ନାହିଁ, ତାହା

କ’ଣ ?

 ଉ - Week, Month


(୩୨) ଅଳପ ଜାଣେ ବହୁ ବଖାଣେ, ମରିବା ଜୀଇବା ଦୁଇ ନଜାଣେ ?

ଉ: ଜ୍ୟୋତିଷ


(୩୩) ଆଲୋ କମଳା, ସାନଦିନକୁ ଲୁଭାପିନ୍ଧୁ ବଡ଼ଦିନକୁ ଲଙ୍ଗଳା ? 

ଉ: ବାଉଁଶ ଗଛ


(୩୪) ଆଠଟି ଢ଼ାଳରେ ଆଠଟି ବାଣୀ ଗୋଟିଏ ଖମ୍ବରେ ରଖୁଛନ୍ତି ଟାଣ ?

ଉ: ଛତା


(୩୫) ଉପରେ ନିଆଁ ତଳେ ନିଆଁ ମଝିରେ ବସିଛି ବୁଢାମିଆଁ ?

ଉ: ପୋଡ଼ପିଠା


(୩୬) ଆସୁଥ‌ିବ ଯାଉଥୁବ ନ କରିବ ପର ସଦା ମନେ ରଖୁଥିବ ଏ ତୁମର ଘର ?

ଉ: ନିଶ୍ବାସ ପ୍ରଶ୍ଵାସ


(୩୭) ଘର ଭିତରେ ଆଉ ଗୋଟେ ଘର, ଆନନ୍ଦେ ଶୁଅନ୍ତି ନାରୀ ନର ?

ଉ: ମଶାରୀ


(୩୮) କଟକରୁ ଆସିଲା ଢ଼େଙ୍ଗା ମହାନ୍ତି ତା ଅଇଁଠା ସମସ୍ତେ ଖାଆନ୍ତି ? 

ଉ: ଢିଙ୍କି


(୩୯) ଜାତୀୟ ପତାକାର କେତୋଟି ଅର ଅଛି ?

ଉ: ୨୪ ଟି .


(୪୦) ବନ୍ଦେ ମାତରମ୍ କିଏ ଲେଖୁଥିଲେ ?

ଉ: ବଙ୍କିମ ଚନ୍ଦ୍ର ଚାଟାର୍ଜୀ


(୪୧) ଭାରତର ଜାତୀୟ ସଙ୍ଗୀତ କିଏ ରଚନା କରିଥିଲେ ?

ଉ: ରବିନ୍ଦ୍ର ନାଥ ଟଗୋର


୧. କେଉଁ ପକ୍ଷୀ ଜୀବନରେ ଥରେ ମାତ୍ର ଜନ୍ମ କରେ ? 

ଉ: କୁଆ


୨.କାହାର ରକ୍ତ ଧଳା ଅଟେ ?

ଉ : ଗ୍ରାସହୋପର


୩. କେଉଁ ଫୁଲକୁ ଭ୍ରମର ଚୁମେ ନାହିଁ ?

ଉ: ଚମ୍ପା


୪.କେଉଁ ପତଙ୍ଗ ଲାଞ୍ଜ ବାଟେ ଦେଖୁ ପାରେ ?

ଉ: ପ୍ରଜାପତି


୫.କେଉଁ ପକ୍ଷୀର ଦୃଷ୍ଟି ଶକ୍ତି ଖୁବ୍ ପ୍ରଖର ?

ଉ: ପାରା


୬. କେଉଁ ଜୀବ ଆଦୌ ଶୁଏ ନାହିଁ ?

ଉ : ମାଛ


୭.କେଉଁ ଗଛ ସବୁବେଳେ କାନ୍ଦୁ ଥାଏ ? 

ଉ: ୟୁରେଲ


୮.ଏମିତି କେଉଁ ଦୋକାନବାଲା ଅଛି; ଯିଏ ମାଲଓଦାମ୍ ଉଭୟ ନେଇ ଥାଏ ?

ଉ: ବାରିକ


୯. କାହାର କାନ ନାହିଁ ?

ଉ: ଦୋକାନ


୧୦. ପର ନାହିଁ, କିନ୍ତୁ ସେ ଉଡିଥାଏ ହାତ ନାହିଁ ସେ ଲଢିଥାଏ । ତାହା କ’ଣ ? 

ଉ: ଗୁଡି


୧୧. ଇଂରାଜୀରେ କେଉଁ ଶବ୍ଦଟି ଦେଢ କି.ମି. ଲମ୍ବା ଅଟେ ? 

ଉ: ମାଇଲ୍


୧୨. ଆପଣଙ୍କ ଶରୀରର କେଉଁ ଅଂଶ ପାଣିରେ ପଡିଲେ ମଧ୍ଯ ଓଦା ହୁଏ ନାହିଁ ?

ଉ: ଦେହର ଛାଇ


୧୩. ଛୋଟ ପିଲାମାନଙ୍କର ଏମିତି ଏକ ଖେଳନା ଯାହାକୁ ଦୁନିଆଁରେ ବଡଲୋକ ମଧ୍ୟ କିଣି ପାରିବେ ନାହିଁ ?

ଉ: ଜନ୍ମ ମାମୁଁ


୧୪. ଏମିତି କ’ଣ ଯାହାର ମୁଣ୍ଡରେ ପଥର ଥାଏ କିନ୍ତୁ ତାହାର ପେଟ ଭିତରେ ଆଙ୍ଗୁଳି ପୁରାଇଲେ ଆପଣ ବହୁତ ଖୁସି ହୁଅନ୍ତି ?

ଉ: ମୁଦି


୧୫. ଯାହା କେବଳ ବଢିଥାଏ । କେବେ ବି କମି ନଥାଏ ?

ଉ: ବୟସ


୧୬. ମୁଁ ଆଲୋକ ଦ୍ଵାରା ବଞ୍ଚିଥାଏ ଏବଂ ଆଲୋକ ଦ୍ଵାରା ହିଁ ମରିଥାଏ । ମୁଁ କିଏ ?

ଉ: ଛାଇ


୧୭. କାଦୁଅରେ ଗଡାପଡା ଆଠ ଗୋଟି ଗୋଡ ତା’ର ଦୁଇଗୋଟି ପାଖୁଡା ? 

ଉ: କଙ୍କଡ଼ା


୧୮. ତାହା କ’ଣ ମେଡିକାଲରେ ପଇସା ଦେବାକୁ ପଡିଥାଏ ! କିନ୍ତୁ ବାହାରେ ମାଗଣାରେ ମିଳିଥାଏ ?

ଉ : ଅକ୍ସିଜେନ୍


୧୯. ପୁରୀର ଅନ୍ୟ ନାମ କ’ଣ ?

ଉ: ପୁରୁଷୋତ୍ତମ କ୍ଷେତ୍ର


୨୦.କିଏ ପ୍ରଥମେ ଗୀତ ଶୁଣାଏ; ତା’ପରେ ଆକ୍ରମଣ କରେ ? 

ଉ: ମଶା


୨୧. ଯାହା ରିୟଲ୍ ନୁହେଁ, ତାକୁ ଆମେ କ’ଣ କହିଥାଉ 

ଉ: ନାରିୟଲ


୨୨. ଲୋକମାନେ କାହିଁକି ସୁନାର ପାଉଁଞ୍ଜି ପିନ୍ଧନ୍ତି ନାହିଁ ? 

ଉ: କାରଣ ଏଥିରେ ଅଧ‌ିକ ଅର୍ଥ ଖର୍ଚ୍ଚ ହେବ


୨୩. କେଉଁ ଜୀବ ପାଟିରେ ଚାଲେ ?

ଉ: ଗେଣ୍ଡା


୨୪. କେଉଁ ଡର୍‌ ଆପଣଙ୍କୁ ସୁନ୍ଦର ଦେଖା ଯିବାରେ ସାହଯ୍ୟ କରେ ?

 ଉ: ପାଉଡର


୨୫. ଗୋଲାପକୁ ଚନ୍ଦ୍ର ପୃଷ୍ଠକୁ ପଠାଇବା ପାଇଁ ଆମେ ତାକୁ କ’ଣ କହିବା ? 

ଉ: ଗୋଲାପଜାମୁନ


୨୬. ଜଣେ କୁଆଁରୀ ଝିଅ ତଳେ ଛିଡା ହୋଇଛନ୍ତି; ଏହାକୁ ଇଂରାଜୀରେ କ'ଣ କହିବା ?

ଉ: Miss understanding


୨୭, ବଣରୁ ଆସିଲା କୁଡ଼ି ଖାଇବାରେ ଦେଲା ମୁତି ?

ଉ: ଲେମ୍ବୁ


୨୮. ତିନୋଟି ଅକ୍ଷର ନାମ ମୋହର ପ୍ରଥମ କାଟିଲେ ରାମ ଦ୍ବିତୀୟ କାଟିଲେ ଫଳର ନାମ ?

ଢ: ଆରାମ


୨୯. କେଉଁ ଦେଶକୁ ସ୍ମିତ ହାସ୍ୟ ଭୂମି କୁହାଯାଏ ?

ଢ: ଥାଇଲ୍ୟାଣ୍ଡ


୩୦. କେଉଁ ଦେଶର ଜାତୀୟ ସଙ୍ଗୀତରେ ୫ଟି ବିଭିନ୍ନ ଭାଷା ଅଛି ? 

ଉ: ଦକ୍ଷିଣ ଆଫ୍ରିକା


୩୧. ଭାରତର “ ବ୍ୟାଡ଼ମ୍ୟାନ” ନମରେ କିଏ ପରିଚିତ ?

ଉ: ସଲାମ୍ ଅଲ୍ଲୀ


୩୨. ସର୍ବ ପ୍ରଥମେ ଜ୍ଞାନପୀଠ ପୁରସ୍କାର କାହାକୁ ପ୍ରଦାନ କରାଯାଇଥିଲା ? 

ଉ: ଶିଶଙ୍କର କୁରୁପ


୩୩./ “ ବନ୍ଦେ ଉତ୍କଳ ଜନନୀ” କିଏ ଲେଖିଥିଲେ ?

ଉ: ଲକ୍ଷ୍ମୀକାନ୍ତ ମହାପାତ୍ର


୩୪/ ଓଡିଶାର ଭାତ ହାଣ୍ଡି କାହାକୁ କୁହାଯାଏ ?

ଉ: Bargarh


୩୫. କେଉଁ ଦେଶରେ ପ୍ରଥମେ ବୀଜ ଗଣିତ ଏବଂ ତ୍ରିକୋଣମିତିର ଆରମ୍ଭ ହୋଇଥିଲା ?

ଢ: ଭାରତ



୩୬. ଏସିୟାନ୍ ଗେମ୍‌ସ୍‌ରେ ସ୍ପର୍ଶ ଗଦକ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା କିଏ ?

ଉ: କମଳ ଜିସିନ୍ଧୁ


୩୭, ବିଶ୍ଵର ସବୁଠାରୁ ଛୋଟ ପକ୍ଷୀ କେଉଁଠି ? 

:ହାମିଛ ବାର୍ଡ


କେଉଁ ନଦୀକୁ ଦକ୍ଷିଣ ଭାରତରେ ଗଙ୍ଗା କୁହାଯାଏ ?

ଉ: ଗୋଦାବରୀ


୩୯. କେଉଁ ମସିହାରେ ମିଆଁମାର ଭାରତବର୍ଷଠାରୁ ଅଲଗା ହୋଇଥିଲା ?

ଉ: ୧୯୩୭


୪୦. ବାଇଶି ପାହାଚ କିଏ ନିର୍ମାଣ କରିଥିଲେ ?

ଉ: ଭାନୁଦେବ


୪୧. ମୁକ୍ତି ମଣ୍ଡପ କିଏ ନିର୍ମାଣ କରିଥିଲେ ?

ଉ: ଗୌରୀରାଣୀ


୪୨. ମେଘନାଦ ପାଚେରୀ କିଏ ନିର୍ମାଣ କରିଥିଲେ ? 

ଉ: କପିଳଦେବ


୪୩. ଭାରତରେ କେଉଁ ନଦୀରୁ ହୀରା ମିଳିଥାଏ ? 

ଉ: କୃଷ୍ଣା


୪. ଗାଧୋଇବାପରେ ତାହା କ’ଣ ଛୋଟ ହୋଇଯାଏ ? 

ଉ : ସାବୁନ


୪୫. ତାହା କ’ଣ ଯେଉଁଥୁରୁ ଆପଣ ସବୁ ନେଇ ଗଲାପରେ ତଥାପି କିଛି ରହିଯିବ ?

ଉ: ସବୁକିଛି


୪୬. ମୁଁ ଲେଖା ପଢା କାମରେ ଆସେ; କିନ୍ତୁ ମୁଁ ବହିଖାତା ଓ କଲମ ନୁହେଁ ?

 ଉ: ଚଷମ


୪୭. ଜଣେ ବ୍ୟକ୍ତି ୩୦ ଦିନ ନ ଶୋଇ କେମିତି ବଞ୍ଚିପାରେ ? 

ଉ: ଦିନରେ ଶୋଇବାର ଆବଶ୍ୟକତା ନାହିଁ


୪୮. କଳା ଘୋଡ଼ା; ଧଳା ଚଢାଳୀ ! ଜଣକ ପରେ ଆଉ ଜଣଙ୍କ ପାଳି ଏହାର ଉତ୍ତର କ’ଣ ?

ଉ: ତାୱା ଓ ରୁଟି


୪୯. ଭାରତର କେଉଁ ରାଜ୍ୟରେ ଅଧିକ ଏୟାରପୋର୍ଟ ରହିଅଛି ?

ଉ : କେରଳ


୫୦, ମହୁ ସହିତ କ’ଣ ଖାଇଲେ ହାର୍ଟ ସବୁଦିନ ସୁସ୍ଥ ରହିଥାଏ ? 

ଉ: ତୁଳସୀ ପତ୍ର


୫୧.କଦଳୀ ସହିତ କ’ଣ ଖାଇଲେ ମଣିଷର ମୃତ୍ୟୁ ହୋଇଥାଏ ?

ଉ: ଅଣ୍ଡା


୫୨. ଜୀବନକାଳ ମଧ୍ୟରେ ଥରେ ଫଳ ଦେଉଥିବା ଗଛଟି କିଏ ?

ଉ: କଦଳୀ


୫୩. କେଉଁ ଜୀବଟିର ଗୋଟିଏ ମାତ୍ର ଶିଙ୍ଗ ଥାଏ ? .

ଉ: ଗଣ୍ଡା


୫୪. ଆ’ ହାତରୁ ତା’ ହାତ ହୁଏ ସେ ବହୁତ ଯା ହାତରେ ରହିଲା ସେ ମଜବୁତ୍ ତାହା କ’ଣ ?

ଉ: ଟଙ୍କା


୫୫. କେଉଁ ଦେଶରେ ସ୍ଵାଧୀନତା ଦିବସ ପାଳନ ହୁଏ ନାହିଁ ?

ଉ: ନେପାଳ


୫୬. ତାହା କ’ଣ ଯାହା ଅନ୍ୟକୁ ଦେଇଥିଲେ ମଧ୍ୟ ନିଜକୁ ରଖୁବାକୁ ପଡେ ?

ଉ: ବଚନ


୫୭. “ କାକୁଡି ଫୁଲ ଠୋ ଠା ଜହ୍ନିଫୁଲ ଠୋ ଠା”

ଠାକୁର ଖାଆନ୍ତି କାହା ଅଇଁଠା

ଉ: ବାଛୁରୀ


୫୮. ଆମେରିକାରେ ଗୋଟିଏ ପିଲା ଜନ୍ମ ହେଲା! ତେବେ କୁହନ୍ତୁ ତାହାର ଦାନ୍ତର ରଙ୍ଗ କ’ଣ ହୋଇଥିବ ?

ଉ: ଜନ୍ମ ହେବା ମାତ୍ରେ ଦାନ୍ତ ଉଠିନଥାଏ


୫୯. ଶାନ୍ତିର ପ୍ରତୀକ କେଉଁ ପକ୍ଷୀକୁ ମାନନ୍ତି ?

ଉ: ପାରା


୬୦. କେଉଁ ପକ୍ଷୀ ମାଟିକୁ ଛୁଏ ନାହିଁ ?

ଉ: ବାଦୁଡି


୬୧, କାହାକୁ ସପ୍ତ ପାହାଡର ଦେଶ କୁହାଯାଏ ?

 ଉ: ରୋମ


୬୨. କେଉଁ ଜୀବର ପାଦରେ କାନ ରହିଥାଏ ?

ଉ: ଝିଣ୍ଟିକା


୬୩. ସେ କେଉଁ ଜିନିଷ ତା’କୁ ବ୍ୟବହାର କରିବା ପୂର୍ବରୁ ଭାଙ୍ଗିବାକୁ ପଡିଥାଏ ? .

ଉ: ଅଣ୍ଡା


୬୪, ଓଡିଶାର ଶବର କ୍ଷେତ୍ର କାହାକୁ କୁହାଯାଏ ? 

ଉ: କୋରାପୁଟ


୬୫, ଓଡିଶର ବ୍ୟାସକ୍ଷେତ୍ର କାହାକୁ କୁହାଯାଏ ?

ଉ: ରାଉଲକେଲା


୬୬. ଓଡ଼ିଶାର ବାଣୀକ୍ଷେତ୍ର କାହାକୁ କୁହାଯାଏ ?

ଉ: ଜଗତ୍‌ସିଂହପୁର


୬୭, ଦାନ କଲେ ମୋର ବୃଦ୍ଧି ହୁଏ କିନ୍ତୁ ସାଇତି ରଖେଲେ କ୍ଷୟ ହୁଏ।

 (ଉ: ଜ୍ଞାନ କିମ୍ବା ବିଦ୍ୟା)


୬୮. ଖାଇଲେ କିଏ ମରେ ?

 (ଉ: ଭୋକ)


୬୯. ପବନ ପାଇଲେ କିଏ ମରେ ?

 (ଉ: ଝାଳ)


୭୦.ସେ ପକ୍ଷୀ ନୁହେଁ କିନ୍ତୁ ଆକାଶରେ ଉଡ଼େ ? 

ଉ: ଉଡ଼ାଜାହଜ


୭୧.କଟକ ମଝିରେ କ’ଣ ଅଛି ? 

ଉ: ଟ


୭୨.ମୂଷା କିନ୍ତୁ ଗାତରେ ରହେନା। ସେ କେଉଁ ମୂଷା ? 

ଉ: ଗୁଣ୍ଡୁଚିମୂଷା


୭୨. ମୂଷା କିନ୍ତୁ ଗାତରେ ରହେନା। ସେ କେଉଁ ମୂଷା ? 

(ଉ: ଗୁଣ୍ଡୁଚିମୂଷା) 


୭୩. ଗୋଇଠା ମାଡ଼ ଖାଇବାକୁ ତା’ର ଜନ୍ମ। ସେ କିଏ ? 

(ଭ: ଫୁଟବଲ) 


୭୪.କାହାକୁ ଟାଣିଲେ ଛୋଟ ହୁଏ ?

 (ଉ: ବିଡ଼ି କିମ୍ବା ସିଗାରେଟ୍) 


୭୫. ମୁଁ ସବୁଠାରେ ଥାଏ ମାତ୍ର କେହି ଧରିପାରନ୍ତି ନାହିଁ। 

(ଉ: ପବନ) 


୭୬.ପଥର ହେଲେ ବି ପାଣି ? 

( ଉ: ବରଫ ଏବଂ କୂଆ ପଥର)


୭୭.ତୁମ ବାଡ଼ିରେ ନଡ଼ିଆ ଗଛ ଗୁଡ଼ାକ ଏମିତି ଲଗା ହୋଇଛି ଯେ ଗୋଟିଏ ଆଖ୍ ବୁଜିଲେ ୫ଟି ମାତ୍ର ଦେଖାଯିବ । ଦୁଇଟି ଆଖି ବୁଜିଲେ କେତୋଟି ଗଛ ଦେଖାଯିବ ?

 ( ଉ: ନଡ଼ିଆ ଗଛ ଦେଖାଯିବ ନାହିଁ)


୭୮. ଗୋଟିଏ ଅଣ୍ଡା ସିଝିବାକୁ ୫ ମିନିଟ୍ ସମୟ ଲାଗେ। ୫ଟି ଅଣ୍ଡା ସିଝିବାକୁ କେତେ ସମୟ ଲାଗିବ ? (ଉ: ଏକା ସମୟ ଲାଗିବ)

୭୯. କିପରି କହିଲେ ଠିକ୍ ହେବ – ଚାରି ଓ ବାରି ମିଶି ସାତ ନା ଚାରି ଓ  ଚାରି ସାତ ? 

( କୌଣସିଟା ଠିକ୍ ନୁହେଁ ।)


୮୦. ଦୁଇଟି ଶୂନ ଓ ଗୋଟିଏ ଗାରର କିପରି ସଜାଇଲେ ତାହା ଗୋଟିଏ ସଂଖ୍ୟା ହୋଇଯିବ ? 

(ଉ: ଦୁଇଟି ଶୂନ ଓ ଗୋଟିଏ ଗାରକୁ ଯଦି ୫ ଭଳି ସଜା ଯାଏ, ତା’ ହେଲେ ସଂଖ୍ୟା ହେବ।)


 ୮୧. ଗଦ୍ୟାଶ ଗୁଡ଼ିକର ମାନେ କ'ଣ ବା ଅର୍ଥ କ'ଣ ?

(କ)

ହାତ ଅଛି ଗୋଡ଼ ନାହିଁ

ନାହିଁ ତା’ର ମଥା ମଣିଷକୁ ଗିଳି ଦେଉଛି

ଏ କି ବିଚିତ୍ର କଥା । 

(‍ଉ:: ସାର୍ଟ) 



(ଖ) କେତେବେଳେ ପିଏ କଳାପାଣି ମୁହଁ କେତେବେଳେ ପିଏ ନାଲି

ପେଟ ଖାଲି ହେଲେ, ମୁହଁ ଶୁଖୁଯାଏ

ଆଉ ନପାରେ ଚାଲି। (ଉ: କଲମ)


(ଗ) ପବନ ତାହାର ଆହାର । ଖାଏ ଗୋଇଠା ପାହାର। 

(ଭ: ଫୁଟବଲ) (


ଘ) ମାମୁଁଘରେ ଗୋଠେ ଗାଈ,

ରାତି ପାହିଲେ ମୋଟେ ନାହିଁ ।

 (ଉ: ତାରା)


(‍) ଟିକି ବାଛୁରୀ ବେକରେ ପଘା

ଟିକି ଦାନ୍ତରେ କାମୁଡ଼େ ଲୁଗା ।

 (ଉ: ଛୁଞ୍ଚ)


(1) • ଟାହିଆ ଉପରେ ଟାହିଆ

ତିନି ମୁଣ୍ଡ ଦଶ ଗୋଡ଼ ଦେଖନ୍ତୁ କିରେ ବାଇଆ । 

(ଉ: ହଳ)


 (2) ଆସିଲା ବଡ଼ ଚଢ଼େଇ

ବସିଲା ଡେଣା ମେଲାଇ,

ଧଇଲା ମାଛ, ଖାଇଲା ନାହିଁ।

 (ଉ: ଜାଲ)


(ଜ) ଲହଲହକା ପତର ବଙ୍କା

ତା’ ଫଳ ବିକାଏ ମୁଠାଏ ଟଙ୍କା। (ଉ: ଧାନ)


୮୨.

(କ) କୁହ ତ ସେ କିଏ ?

ଅଜଗର ପରି ଦେହଟି ମୋର

ମୁହଁରେ ଗୋଟିଏ ଥଣ୍ଟ

ଧାନ ଚାଉଳ ଆସିଲେ ପାଶେ

ଭାଙ୍ଗିଦିଏ ତାଙ୍କ ଆଣ୍ଟ ।

ଉ: ଢିଙ୍କି


(ଖ)ଜାଆଁଳା ଆମେ ଭାଇଭଉଣୀ।

ମୁଗ, ବିରି, ଚାଉଳ ଯାହା ବି ପାଉ

ଚୋବାଇ ଖାଉ, ଝିଅଟେ କିନି।

 ଉ: ଚକି


(ଗ)ଆମ ପରି ସୁଖୀ କିଏ ଆଉ ?

ବତି ଧରି ଆମେ ବୁଲୁଥାଉ। 

(ଉ: ଜୁଳୁଜୁଳିଆ ପୋକ)


(ଘ)

ନୁହେଁ ମୁଁ ଚଢ଼େଇ, ନାହିଁ ମୋ ପର

ବାହାନ ବି ନୁହଁ କେଉଁ ଦେବତାର

ଯିଏ ମୋ ପିଠିରେ ଚଢ଼େ

ତାକୁ ନେଇ ମୁଁ ଆକାଶେ ଉଡ଼େ। 

(ଉ: ଉଡ଼ାଜାହାଜ)


 (ଙ)ଗୋଟିଏ ଥାଳିରେ ଦୁଇଟି ଅଣ୍ଡା

ଗୋଟିଏ ଗରମ ଗୋଟିଏ ଥଣ୍ଡା। 

(ଉ: ସୂର୍ଯ୍ୟ ଓ ଚନ୍ଦ୍ର)


(ଚ) ଆକାଶରେ ଉଡୁଥାଏ ନାହିଁ ତା’ର ଡେଣା

ପିଲାଏ ଦେଖ‌ିଲେ ତାକୁ ହୋଇଯାନ୍ତି ବଣା। 

(ଉ: ଗୁଡ଼ି)


(ଛ)

୧ ଠାରୁ ୧୦ ଭିତରେ ତିନୋଟି ସଂଖ୍ୟା କୁହ ଯାହାକୁ ମିଶାଇଲେ ୬ ହେବ ଓ ଗୁଣିଲେ ମଧ୍ୟ ୬ ହେବ।

ଉ: ୧, ୨ ଓ ୩ ମିଶାଇଲେ ୬ ଓ ଗୁଣିଲେ ୬ ହେବ


୮୩.କାହାର ମସ୍ତକ ଓ ପାଦ ଅଛି, କିନ୍ତୁ ସେ ଚାଲିପାରେନା କି ଚିନ୍ତା କରିପାରେନା, ସେ କିଏ ?

ଉ:: ପାହାଡ଼ ବା ପର୍ବତ


୮୪, କେଉଁଥରେ ଛିଦ୍ର ଅଛି, କିନ୍ତୁ ସେ ଜଳ ବହନ କରିପାରେ ?

ଉ:: ସଞ୍ଜ


୮୫. କାହାର ଦାନ୍ତ ଅଛି କିନ୍ତୁ ସେ କାମୁଡ଼ି ପାରେନା ? 

 ଉ: ପାନିଆ


 ୮୬.କାହାର ଆଖିଅଛି କିନ୍ତୁ ସେ ଦେଖିପାରେ ନାହିଁ ? 

ଉ: ନଡ଼ିଆ


୮୭.କିଏ ବାରମ୍ବାର ଧକ୍କା ଖାଏ କିନ୍ତୁ ସେ କେବେ କିଛି କୁହେନା ?

ଉ: ଦରଜା ବା କବାଟ


୮୮,କେଉଁ ଟେବୁଲର କୌଣସି ଗୋଡ଼ ନାହିଁ ? 

ଉ: ଟାଇମ୍ ଟେବୁଲ୍


୮୯. କାହାର ଜିଭ ଅଛି, କିନ୍ତୁ ସେ ସ୍ଵାଦ ବାରିପାରେନା ? 

ଉ: ‍: ଜୋତା


୯୦.ଚଲେଇଲେ ଚାଲେ, କିନ୍ତୁ ଆଗକୁ ଯାଇପାରେନା, ସେ କିଏ ?

 ଉ: ପଙ୍ଖା


୯୧.କିଏ ସବୁବେଳେ ଉଡୁଥାଏ, କିନ୍ତୁ ଜାଗା ଛାଡ଼ି କୁଆଡେ ଯାଏନା ?

ଉ : ପତାକା


୯୨. ମୁଣ୍ଡ ବାଳ ଓ ଫଳ କେଉଁ ଗୁଣରେ ସମାନ ? 

ଉ ‍: ଉଭୟ ପାଚନ୍ତି


୯୩. ମୋ ଠାରୁ ଯେତେ କାଢ଼ି ନେବ, ମୁଁ ସେତେ ବଡ଼ ହେବି, ମୁଁ କିଏ ? 

 ଉ: ମୁଁ ହେଲି ଗାଢ଼


୯୪, କାହାର ଶଯ୍ୟା ଅଛି କିନ୍ତୁ ଶୁଏ ନାହିଁ ।

ଉ: ନଦୀର ଶଯ୍ୟା ଅଛି କିନ୍ତୁ ସେ ଶୁଏ ନାହିଁ


୯୫ କେଉଁ ମସଲାକୁ ପାନ ସଙ୍ଗେ ପାଟିରେ ଦେଲେ ବାସେ, ପାନରୁ ଅଲଗା କରିଦେଲେ ବାଜେ ?

ଉ: ପାନମଧୁରୀକୁ ପାନ ସଙ୍ଗେ ଦେଲେ ବାସେ, ପାନରୁ ଅଲଗା କରିଦେଲେ ବେକାର


୯୬. ମୃତ୍ୟୁ ପରେ ବି ଠିଆ ହୋଇପାରେ, ସେ କିଏ ?. 

ଉ: ଗଛ


୯୭. ଯେତେ ଖାଇଲେ ବି ପେଟ ପୁରେନା, ସେ କିଏ ?

ଉ: ମାଡ଼ ଖାଇଲେ ପେଟ ପୁରେନା ।


୯୮. ଭଙ୍ଗା ହେଲେ ବି ସେ ଗୋଟିଏ, କିଏ ? 

ଉ: ଖିଲିପାନ


୯୯. ମନା କଲେ ବି ସାଙ୍ଗ ଛାଡ଼େନା, କିଏ ? 

ଉ: ମଣିଷର ଛାଇ


୧୦୦. ଯେତେ ବାଣ୍ଟିଲେ ବି ସରେନା, କ’ଣ ? 

ଉ:ବିଦ୍ୟା


୧୦୧. ଉତ୍ତାପ ନପାଇ ବି ଗରମ ହୁଏ, କିଏ ?

ଉ:ମୁଣ୍ଡ ରାଗିଲେ ଗରମ ହୁଏ


୧୦୨. ଆଖିଥିଲେ ବି ସେ ଅନ୍ଧ, କିଏ ? 

ଉ: ମୁର୍ଖ ଲୋକ


୧୦୩. ପୋଡ଼େ କିନ୍ତୁ ନିଆଁ ନୁହେଁ, କ’ଣ ? 

ଉ: ଲଙ୍କାମରିଚ


୧୦୪. କଳା କୁକୁଡ଼ା ଧଳା କୁକୁଡ଼ା ଠାରୁ କେଉଁ ଗୁଣରେ ବେଶି ଚାଲାକ୍ ? 

ଉ: କଳା କୁକୁଡ଼ା ଧଳା ଅଣ୍ଡା ଦିଏ, କିନ୍ତୁ ଧଳା କୁକୁଡ଼ା କଳା ଅଣ୍ଡା ଦିଏ ନାହିଁ ।


୧୦୫. ଦିନରେ କାମ ନକରି କିଏ ମଜୁରୀ ପାଏ ? 

(ରାତ୍ରି ଜଗୁଆଳୀ)


୧୦୬. କେଉଁ ଜିନିଷ ପରିଷ୍କାର ଥିଲାବେଳେ କଳା, କିନ୍ତୁ ଅପରିଷ୍କାର ଥିଲାବେଳେ ଧଳା ? 

ଉ: କଳାପଟା)


୧୦୭. ଭାରତ ଏପରି କ’ଣ ତିଆରି କରେ, ଯାହା ଅନ୍ୟ ଦେଶରେ ନାହିଁ । 

 ଉ: ଭାରତ ଭାରତୀୟଙ୍କୁ ତିଆରି କରେ ଯାହା ଅନ୍ୟ ଦେଶରେ ନାହିଁ ।


୧୦୮. ଟେବୁଲ୍‌ରେ ଥୁଆ ହୁଏ, କଟା ଯାଏ, ବଣ୍ଟାଯାଏ, ତଥାପି ଖୁଆଯାଏ ନାହିଁ । 

ଉ: ତାସ)


୧୦୯. ଗଛମୁଳେ ଗୋଟିଏ ଛତା ତଳେ ସାତଜଣ ପିଲା ଛିଡ଼ା ହୋଇଥିଲେ, କିନ୍ତୁ ସେମାନେ ଓଦା ନହୋଇ ଶୁଖୁଲା ରହିଲେ କିପରି ?

 ସେତେବେଳେ ବର୍ଷା ହେଉନଥିଲା

୧୧୧. ରାସ୍ତାଟି ଏପରି ଭାବରେ ଅଛି ଯେ, ଏକ ସମୟରେ କେବଳ ଗୋଟିଏ

ଗାଡ଼ି ଓ ଜଣେ ମଣିଷ କଟାକଟି ହୋଇପାରିବ । ଦିନେ କଳା କାର ଓ

ଧଳା କାର ପରସ୍ପରକୁ ସେଇ ରାସ୍ତାରେ ଭେଟିଲେ । ତେବେ ସେମାନେ କିପରି କଟାକଟି ହେବେ ?

(ଉ: କଳାକାର ମାନେ ମଣିଷ ଓ ଧଳାକାର କଟାକଟି ହେବାରେ ଅସୁବିଧା କେଉଁଠି ।)

୧୧୨. ରାମବାବୁ ଓ ତାଙ୍କର ସ୍ତ୍ରୀଙ୍କର ୩ଟି ଝିଅ ଏବଂ ପ୍ରତ୍ୟେକ ଝିଅର ଗୋଟିଏ ଲେଖାଏଁ ଭାଇ। ତେବେ ରାମବାବୁଙ୍କ ପରିବାର ସଦସ୍ୟଙ୍କ ସଂଖ୍ୟା କେତେ ?

(ଉ: ରାମବାବୁଙ୍କ ପରିବାରର ସଦସ୍ୟଙ୍କ ସଂଖ୍ୟା ୬ । ପୁଅଟି ପ୍ରତ୍ୟେକ ଝିଅର ଭାଇ ନୁହେଁ କି ।)

୧୧୩, ଗୋଟିଏ ଅନ୍ଧାର ଘରେ ଗୋଟିଏ ଟର୍କ, ଗୋଟିଏ ମହମବତୀ, ଗୋଟିଏ ଲଣ୍ଡନ ଓ ଗୋଟିଏ ଲ୍ୟାମ୍ପ ଅଛି । ଜଣେ ଲୋକ ଗୋଟିଏ ଦିଆସିଲି ବାକ୍ସ ଧରି ସେ ଘରକୁ ଗଲା। ପ୍ରଥମେ ସେ କାହାକୁ ଜଳାଇବ ? (‍

: ପ୍ରଥମେ ସେ ଦିଆସିଲି କାଠି ଜଳାଇବ।

୧୧୪, ଗୋଟିଏ ଦ୍ରୁତଗାମୀ ଟ୍ରେନ୍‌ରୁ ଜଣେ ଖସିପଡ଼ିଲେ ସେ କିପରି ପଡ଼ିବ ? ଆଗକୁ ଗୋଡ଼ ପଛକୁ ମୁଣ୍ଡ ନା ଆଗକୁ ମୁହଁ ମାଡ଼ି।

(ଉ: ଆଗକୁ ମୁହଁ ମାଡ଼ି)


୧୧୫. ଓଡିଶାରେ କେଉଁ ଜିଲ୍ଲା ଜନସଂଖ୍ୟା ସର୍ବାଧ‌ିକ ଅଟେ ? 

ଉ. ଗଞ୍ଜାମ 


୧୧୬. ଓଡିଶାରେ କେଉଁ ଜିଲ୍ଲା ଜନସଂଖ୍ୟା କମ୍ ଅଟେ ?

 ଉ. ଦେବଗଡ 


୧୧୭. ନ’ଅଙ୍କ ଦୁର୍ଭିକ୍ଷ କେବେ ପଡିଥିଲା ? 

ଉ. ୧୮୬୬ ଖ୍ରୀ.ଅ


୧୧୮. ହୀରାକୁଦ ବନ୍ଧର ଶୁଭ କେବେ ହୋଇଥିଲା ? 

ଉ. ୧୯୪୮ ଖ୍ରୀ.ଅ 


୧୧୯. ଓଡିଶାରେ ମହାବାତ୍ୟା କେବେ ହୋଇଥିଲା ?

ଉ. ୧୯୯୯ ମସିହା ଅକ୍ଟୋବର ୨୯ ରିଖ


୧୨୦. ଉତ୍କଳ ବିଶ୍ଵବିଦ୍ୟାଳୟର ଅନ୍ୟ ନାମ କ’ଣ ? 

ଉ. ବାଣୀବିହାର 


୧୨୧. ସମ୍ବଲପୁର ବିଶ୍ଵବିଦ୍ୟାଳୟର ଅନ୍ୟ ନାମ କ’ଣ ? 

ଉ. ଜ୍ୟୋତିବିହାର 


୧୨୨. ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଅନ୍ୟ ନାମ କ’ଣ ? 

ଉ. ଭଞ୍ଜବିହାର 


୧୨୩. ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ?

 ଉ. ଡଃ. ହରେକୃଷ୍ଣ ମହତାବ୍ 


୧୨୪. ଓଡିଶାର ପ୍ରଥମ ହାଇକୋର୍ଟ ବିଗ୍‌ରପତି କିଏ ?

ଉ. ମାନ୍ୟବର ବୀରକିଶୋର ରାୟ

୧୨୫. ଓଡିଶାର ବଡ ଗ୍ରାମର ନାମ କ’ଣ ? ଉ. ଭୁବନ (ଢେଙ୍କାନାଳ) 


୧୨୬. ଓଡିଶାର ଲାଇଟ୍‌ହାଉସ୍ କେଉଁଠି ଅଛି ? 

ଉ. ବାଲେଶ୍ଵର 


୧୨୭. ଓଡିଶାର ଜାତୀୟ ପଶୁର ନାମ କ’ଣ ?

 ଉ. ସମ୍ବର


 ୧୨୮. ଓଡିଶାର ଜାତୀୟ ପକ୍ଷୀର ନାମ କ’ଣ ? 

ଉ. ଭଦଭଦଳିଆ


 ୧୨୯. ଓଡିଶାର ଜାତୀୟ ଫୁଲ ?

 ଉ. ଅଶୋକା


୧୩୦. ଭାରତରେ କିଏ ଛତ୍ରପତି ନାମରେ ପରିଚିତ ?

 ଉ. ଶିବାଜୀ


୧୩୧.ଭାରତରେ କିଏ କୋଇଲି ନାମରେ ପରିଚିତ ?

 ଉ. ସରୋଜିନୀ ନାଇଡୁ


୧୩୨. ଭାରତରେ କିଏ ଦେଶବନ୍ଧୁ ନାମରେ ପରିଚିତ ? 

ଉ, ଚିତ୍ତରଞ୍ଜନ 


୧୩୩, ଭାରତରେ କିଏ ସାନ୍ତଦୂତ ନାମରେ ପରିଚିତ ? 

ଉ. ଲାଲ ବାହାଦୁର ଶାସ୍ତ୍ରୀ


୧୩୪. ଓଡିଶାରେ କେଉଁ ଜାଗାରେ ସବୁଠାରୁ ବଡ ହୁଙ୍କା ଅଛି ?

ଉ. ବାଲେଶ୍ଵର ନୀଳଗିର ଠାରେ


୧୩୫. ଭାରତରେ ଶୁକପକ୍ଷୀ ନାମରେ କିଏ ପରିଚିଚ ? 

ଉ. ଅମୀର ଖୁସୁ


 ୧୩୬. ଭାରତରେ ସ୍ଵାମିଜୀ ନାମରେ କିଏ ପରିଚିତ ? 

ଉ. ବିବେକାନନ୍ଦ


୧୩୭, ଭାରତରେ ବଡ ସହର ? 

ଉ. କୋଲକତା 


୧୩୮. ଭାରତରେ ବଡ ଜିଲ୍ଲା ?

 ଉ. ବିଶାଖାପାଟଣା


୧୩୯. ଭାରତର ବଡ ଗୁମ୍ଫା ? 

ଉ. ଏଲୋରା 


୧୪୦, ଭାରତର ଯଦୁଘର ? 

ଉ. କୋଲକତା


 ୧୪୧.ଭାରତର ଗମ୍ବୁଜ ?

 ଉ. ଗୋଲଗମ୍ବୁଜ (ବିଜାପୁର) 


୧୪୨.ସୁନାଖଣି ? 

ଉ. କୋଲାର (ମହୀଶ୍ଵର) 


୧୪୩. ଭାରତର ବଡ ଦୁର୍ଗ ? 

ଉ. ଆଗ୍ରା 


୧୪୪.ଭାରତର ବଡ ମାଟିବନ୍ଧ ? 

ଉ. ଚିତ୍ରାକୋଣ୍ଡା 


୧୪୫. ବିମାନ ବନ୍ଦର ?

 ଉ. ପାଲମ (ଦିଲ୍ଲୀ)


 ୧୪୬. ତ୍ରିକୋଣଭୂମି ?

 ଉ. ସୁନ୍ଦରବନ


 ୧୪୭.ମରୁଭୂମି ? 

ଉ. ଥର


୧୪୮. ଭାରତର ବଡ ମନ୍ଦିର ?

 ଉ. ମିନାକ୍ଷୀ ମନ୍ଦିର


୧୪୯. ଭାରତର ପ୍ରଥମ ରାଷ୍ଟ୍ରପତି ?

 ଉ. ଡଃ. ରାଜେନ୍ଦ୍ର ପ୍ରସାଦ 


୧୫୦.ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ?

 ଉ. ପଣ୍ଡିତ ଜବାହାରଲାଲ୍ ନେହେରୁ


୧୫୧. ପୃଥ‌ିବୀର ଉଚ୍ଚତମ ଆଗ୍ନେୟଗିରି ? 

ଉ. କଟୋପାକ୍‌ସି 


୧୫୨. ପୃଥ‌ିବୀର ଉଚ୍ଚତମ ପ୍ରାଚୀର ?

 ଉ. ଚୀନ୍‌ର ପ୍ରାଚୀର 


୫୩.ପୃଥ‌ିବୀର ଦୀର୍ଘତ୍ତମ ନଦୀ ?

 ଉ. ମିଶୋରି ମସିସିପି (ଆମେରିକା)


୧୫୪.ପୃଥ‌ିବୀର ଉଚ୍ଚତମ ଶୃଙ୍ଗ ? 

ଉ. ଏଭେରେଷ୍ଟ


୧୫୫. କ୍ଷୁଦ୍ରଭମ ଦିନ ?

 ଉ. ଡିସେମ୍ବର ୨୨ 


୧୫୬, ପୃଥିବୀର ମରୁଭୂମି ? 

ଉ. ସାହାରା (ଆଫ୍ରିକା) 


୧୫୭, ବୃହତ୍ତମ ସହର ?

 ଉ. ଲଣ୍ଡନ (ଆୟତନରେ)


୧୫୮, ବୃହତ୍ତମ ଜନବହୁଳ ଦେଶ ?

 ଉ. ଚୀନ 


୧୫୯. ବୃହତ୍ତମ ହ୍ରଦ ? 

ଉ. କାସ୍ପିୟନ ସାଗର (ଋଷିଆ)


୧୬୦, ବୃହତ୍ତମ ମହାଦେଶ ? 

ଉ. ଏସିଆ


୧୬୧. କ୍ଷୁଦ୍ରତ୍ତମ ମହାଦେଶ ?

 ଉ. ଅଷ୍ଟ୍ରେଲିଆ


୧୬୨. କେଉଁ ପ୍ରାଣୀ ଜୋତା ଖାଇ ହଜମ କରିପାରେ ?

ଉ. ଓଟ


୧୬୩. କେଉଁ ଜୀବ ଦେହରୁ ଗୋଲାପି ରଙ୍ଗର ଝାଳ ବାହାରେ ? 

ଉ. ସାମୁଦ୍ରିକ ଘୋଡା


୧୬୪. କେଉଁ ମାଛ ପାଣିରେ ପହଁରେ ମାଟିରେ ଋଲେ ?

 ଉ. ଗରନାର୍ଡ 


୧୬୫. କେଉଁ ସରିସୃପର ତିନୋଟି ଆଖୁ ଥାଏ ? 

ଉ. ମଟେରା


୧୬୬. କେଉଁ ଠାରେ କନା ଉପରେ ଖବର କାଗଜ ଛପାଯାଏ ? 

ଉ. ସେନ 


୧୬୭. କେଉଁ ମାଛ ପାଟିରେ ଟର୍ଚ୍ଚ ଲାଇଟ୍ ପରି ଆଲୋକ ସୃଷ୍ଟି ହୁଏ ?

ଉ. ଜାଇଟେଣ୍ଟକ


୧୬୮. ବିଶ୍ଵରେ କେଉଁଠି ପାଞ୍ଚୋଟି ସୂର୍ଯ୍ୟ ଦେଖାଯାଏ ? 

ଉ. ଚୀନ୍‌ର ସିଂଗ୍ ନାଇଟ୍ ବ୍ଲ


୧୬୯. କେଉଁ ଦେଶରେ ଭିକାରୀମାନେ ଘୋଡାରେ ଚଢି ଭିକ ମାଗନ୍ତି ?

 ଉ. ଅଷ୍ଟ୍ରେଲିଆ


୧୭୦. ନରହତ୍ୟା କେଉଁ ଦେଶ ବିଶ୍ବରେ ରେକର୍ଡ କରିଛି ?

 ଉ: ବ୍ରାଜିଲ୍ 


୧୭୧. ନୌକା ଉପରେ କେଉଁଠାରେ ଦୋକାନ ବଜାର ଦେଖାଯାଏ ? 

ଉ. ଭେନିସ୍


୧୭୨ କେଉଁ ଠାରେ ଏକ ସିଙ୍ଗିଆ ଜଳହସ୍ତୀ ଦେଖାଯାଏ ? 

ଉ. ଆସାମ୍


୧୭୩. କେଉଁଠାରେ କଥାକୁହା ହାତୀ ଅଛି ? 

ଉ. ମେସ୍କୋ ଚିଡିଆଖାନା


 ୧୭୪. ଆଦୌ ପାଣି ପିଉନଥିବା ଜୀବ କିଏ ? 

ଉ. କୋଆଲା 


୧୭୫. ବିଶ୍ଵରେ କେଉଁ ରାଷ୍ଟ୍ରପତି ଆଦୌ ପାଠ ପଢି ନାହାଁନ୍ତି ? 

ଉ. ଆଣ୍ଡି ଭିଜନ୍ ସନ୍


୧୭୬. କେଉଁ ସମ୍ରାଟ ମଣିଷ ମାଂସ ଭକ୍ଷଣ କରିଥିଲେ ?

ଉ. ସମ୍ରାକାସ


୧୭୭, ଭାରତ କେଉଁ ବାରରେ ସ୍ଵାଧୀନ ହୋଇଥିଲା ? 

ଉ. ଶୁକ୍ରବାର 


୧୭୮. କେଉଁ ବିଖ୍ୟାତ ଲେଖକ କାଠ ଥାଳି କାଠ ଋମଚରେ ଖାଉଥଲେ ? 

ଉ. ଲିଓ ଟଲଷ୍ଟୟ


୧୭୯. କେଉଁ ପାହାଡିଆ ଅଞ୍ଚଳରେ ସ୍ତ୍ରୀ ଲୋକମାନଙ୍କର ନିଷଦାଢି ଉଠେ ? 

ଉ. ଇଥୋଓପିଆ


୧୮୦. କେଉଁ ଜୀବ ତା’ର ଛୁଆକୁ ଦେଖିବା ପୂର୍ବରୁ ମୃତ୍ୟୁବରଣ କରେ ?

ଉ. ପ୍ରଜାପତି


୧୮୧. କେଉଁ ଦେଶରେ ସହରର ଘରଗୁଡିକ ଏବଂ ରାସ୍ତାଗୁଡିକ ଲୁଣରେ ତିଆରି ?

ଉ. ଲୁଣ୍ଡରଫେକ୍


୧୮୨. କେଉଁ ଗଛ ସବୁବେଳେ କାନ୍ଦୁଥାଏ ? 

ଉ. ଲୁରେଇ 


୧୮୩. କେଉଁ ଦେଶରେ ରାତିରେ ଇନ୍ଦ୍ରଧନୁ ଦେଖାଯାଏ ?

 ଉ. ଆଇସ୍‌ଲ୍ୟାଣ୍ଡ | ହାୱାଇଦୀପ


୧୮୪. ଇଂଲଣ୍ଡର କେଉଁ ମହିଳାଙ୍କ ଦେହରୁ ବିଦ୍ୟୁତ୍ ଉତ୍ପନ ହେଉଥିଲା ?

 ଉ. ଶ୍ରମତୀ ସାଇନ୍ ଖାଁ


୧୮୫. ଗୋଟିଏ. ମଶା ପାଟିରେ କେତୋଟି ଦାନ୍ତ ଥାଏ ? 

ଉ. ୨୨ଟା 


୧୮୬. ପୃଥ‌ିବୀର ବୃହତ୍ତମ ଘଣ୍ଟା ? 

ଉ. ମେସ୍କୋର ଘଡି 


୧୮୭, ବୃହତ୍ତମ ହୋଟେଲ ? 

ଉ. ଷ୍ଟେଭେନ୍ସ (ଚିକାଗୋ)


 ୧୮୮, ରେଳ ରାସ୍ତା ବିହିନ ଦେଶ ? 

ଉ. ଆଇସ୍‌ଲ୍ୟାଣ୍ଡ


୧୮୯. ନେଟ୍ ମାଷ୍ଟର କାହାକୁ କୁହାଯାଏ ? 

ଉ. ଯେ କମ୍ ସମୟରେ


୧୯୦. ଇଣ୍ଟରନେଟ୍ ଅର୍ଥ କ’ଣ ?

 ଉ. କମ୍ପ୍ୟୁଟର ମାଧ୍ୟମରେ ଭାବର ଆଦାନ ପ୍ରଦାନ କରିବା । 


୧୯୧, ଇଣ୍ଟରନେଟ୍‌ରେ ଜେଟିଙ୍ଗର ଅର୍ଥ କ’ଣ ? 

ଉ. ଅନ୍ ଲାଇନ୍ସ କଥାବାର୍ତ୍ତା କରିବା ।


୧୯୨, ବିଶ୍ଵର କେଉଁ ଦେଶର ଲୋକ ସାପ ଭୋଜନ କରନ୍ତି ?

 ଉ.ଯୋଗୀନୀ ଅଲ୍ଲୀ (ଅଷ୍ଟ୍ରେଲିଆ)


୧୯୩. ବିଶ୍ଵର କେଉଁ ଜନ୍ତୁ ଜୀବନସାରା ପାଣି ପିଏ ନାହିଁ ? 

. କଙ୍ଗାରୁ ରେଟ


୧୯୪. ବିଶ୍ଵର କେଉଁ ଦେଶ କେବେବି ପରାଧନ ହୋଇନାହିଁ ? ଉ. ନେପାଳ


୧୯୫. ବିଶ୍ଵର ସବୁଠାରୁ ଲମ୍ବା ସଡକ ? 

ଉ. ମାଉଣ୍ଟ ବ୍ଲକ୍ ଫ୍ରାନ୍ସ ଠାରୁ ଇଟାଲୀ ୭୨ ମାଇଲ୍ ।


୧୯୬. ବିଶ୍ଵର ସବୁଠାରୁ ବୃହତ୍ତମ କ୍ରୀଡାର ନାମ କ’ଣ ? 

ଉ. ଅଲମ୍ପିକ୍ 


୧୯୭. ବରୁଣ କାହାର ପ୍ରାଚୀନ ନାମ ? 

. ନେପ୍‌ଚୁନ୍


୧୯୮. କେଉଁ ପକ୍ଷୀ ବାଘ ଭଳିଆ ଗର୍ଜନ କରେ ? 

ଉ. ବିଟନ୍ ପକ୍ଷୀ 


୧୯୯. କେଉଁ ପକ୍ଷୀ ହାତୀ ଭଳି ବିଷାଳ ଜନ୍ତୁଙ୍କୁ ସେ ତା ପଞ୍ଜାରେ ଆକାଶକୁ ଉଠାଇ ନେଇପାରେ ? 

ଉ. ଭୱାକ ପକ୍ଷୀ


୨୦୦, ଗୋଟିଏ ମ୍ୟାଚ୍ରେ କିଏ ୧୦ଟି ଉଇକେଟ୍ ନେଇଥିଲେ ?

ଉ. ଭାରତର ଅନିଲ୍ କୁମ୍ବଲେ ଏବଂ ଇଂଲଣ୍ଡର ଜିମ୍ ଲେକର୍ 


୨୦୧. ବିଶ୍ବର ପ୍ରଥମ ଷ୍ଟାଡିୟମ୍ କେଉଁଠି ? 

ଉ. ବ୍ରାବୋର୍ଡ଼ (ମୁମ୍ବାଇ) 


୨୦୨. ଗୋଟିଏ କ୍ରିକେଟ୍ ବଲ୍‌ର ଓଜନ କେତେ ? 

ଉ. ୧୫୬ ଗ୍ରାମ୍ 


୨୦୩, ନଦୀ ବିହିନ ରାଜ୍ୟ ? 

ଉ. ସାଉଦିଆରବ୍


୨୦୪. ଜଳ ଉପରେ ସହର ? 

ଉ. ଷ୍ଟକ୍ ହୋମ୍


୨୦୫. କେଉଁ ଗଛ ମଣିଷକୁ ଖାଇଦିଏ ?

 ଉ. ମାଡା ଗାସ୍କାରେ 

୨୦୬. କେଉଁ ପଶୁ ବହିଯାଉଥୁବା ପାଣି ପିଏ ନାହିଁ ? 

ଉ. ମେଣ୍ଢା 


୨୦୭. ଆଖି ଦ୍ଵାରା କିଏ ଶୁଣିପାରେ ? 

ଉ. ପାଣି ବେଙ୍ଗ


୨୦୮. ନିଜ ଇଚ୍ଛାରେ ଅଣ୍ଡା ଦିଏ କିଏ ? 

ଉ. ରାଣି ମହୁମାଛି 


୨୦୯. କେଉଁ ଗ୍ରୁପ୍ ରକ୍ତ ସବୁଠି ମିଶେ ? 

ଉ. ଗ୍ରୁପ୍ ଏ 


୨୧୦. କେଉଁ ପକ୍ଷୀ ପାଣି ଭିତରେ ଉଡେ ? 

ଉ. ଡିପର୍‌ 


୨୧୧. କେଉଁ ପକ୍ଷୀର ଡେଣା ନାହିଁ ? 

ଉ. କିଛି


୨୧୨. କେଉଁ ବେଦରେ ରୋଗ ଚିକିତ୍ସା କଥା ଲେଖାଅଛି ? 

ଉ. ଅର୍ଥରୋଗ


୨୧୩. ମହୁମାଛି ଦ୍ଵାରା କେଉଁ ରୋଗ ହୁଏ ?

 ଉ. କଳାଜ୍ଵର


୨୧୪. କୁଆଁତାରା କିଏ ? 

ଉ. ଶୁକ୍ଳ


୨୧୫. ହିମାଳୟ କି ପ୍ରକାର ପର୍ବତ ? 

ଉ. ଭଙ୍ଗିଳ


୨୧୬. ବିଶ୍ବର ବର୍ଷ କିପରି ? 

ଉ. ଇଷତ୍ ହଳଦିଆ


୨୧୭. ରଙ୍ଗିନ୍ ଟିଭିରେ କେତୋଟି ରଙ୍ଗ ଥାଏ ? 

ଉ. ୩ଟି


୨୧୮. ସୌର କଳଙ୍କର ଆବିଷ୍କର୍ଭା କିଏ ?

 ଉ. ଫାଦର ସାଇବେ


୨୧୯. କୁତ୍ରିମ ଜୀନ୍ କିଏ ତିଆରି କରିଥିଲେ ? 

ଉ. ଡଃ. ହର ଗୋବିନ୍ଦ ଖୁରାନା


୨୨୦. ପେସର୍‌କୁକର କିଏ ନିର୍ମାଣ କରିଥିଲେ ? 

ଉ. ରବର୍ବ ବୟେଲ 


୨୨୧. ବେଲୁନ୍ କିଏ ବାହାର କରିଥିଲେ ?

 ଉ. ଜ୍ୟାକ୍


୨୨୨, ମେଡେନ୍ କୁଇନ୍ କିଏ ? 

ଉ. ରାଣୀ ଏଲିଜାବେଥ୍ 


୨୨୩. ହ୍ବାଇଟ୍ ହାଉସ୍ କାହାର ବାସଭବନ ? 

ଉ. ଆମେରିକା ରାଷ୍ଟ୍ରପତି 


୨୨୪. ବୃହତ୍ତମ ଫୁଲ ? 

ଉ. ରେଫେସିଆ


୨୨୫. ପାରାଚ୍ୟୁଟ୍‌ର ନିର୍ମାତା କିଏ ?

 ଉ. ଗାର୍ପେରିନ୍


 ୨୨୬. ହୋମିଓ ପାଥ୍‌କର ଜନକ କିଏ ?

 ଉ. ହାନିମ୍ୟାନ୍ 


୨୨୭, ସବୁବେଳେ କେଉଁ ପ୍ରାଣୀ କାନ୍ଦୁଥାଏ ? 

କୁମ୍ଭୀର 


୨୨୮. କେଉଁଥରୁ କୁକୁମ ହୁଏ ?

 ଉ. ହଳଦୀ 


୨୨୯. କେଉଁ ପକ୍ଷୀ ଦାନ୍ତ ନାହିଁ ? 

ଉ. ଶୁଆ


୨୩୦. କେଉଁ ପ୍ରାଣୀରେ ବେକରେ ହୃତପିଣ୍ଡ ଥାଏ ?

ଉ. ଜିରାଫ୍


୨୩୦. କେଉଁ ମହାପୁରୁଷଙ୍କ ଜନ୍ମ ସମୟରେ ଦାନ୍ତ ଉଠିଥିଲା ? 

ଉ. ନେପୋଲିୟନ ବୋନାପାର୍ଟ


୨୩୧. କେଉଁ ଦେଶରେ ବିଲେଇକୁ ପୁଜା କରାଯାଏ ?

 ଉ. ମିଶର


୨୩୨. ଆଖିବନ୍ଦ ନକରି କିଏ ଶୋଇପାରେ ? 

ଉ. ମାଛ


୨୩୩. କେଉଁ କଙ୍କଡା ନଡିଆ ଗଛ ଚଢି ନଡିଆ ଖାଇବ ? 

ଉ. ରାମ୍ବର କାବ୍


୨୩୪. କେଉଁଠାରେ ଘୁଷୁରିମାନେ ଗାଈ ଦୁଗ୍ଧ ପାନ କରନ୍ତି ? 

ଉ. ଡେନ୍‌ମାର୍କ 


୨୩୫. କେଉଁ ପକ୍ଷୀ ଭୂମି ଛୁଏଁ ନାହିଁ ?

 ଉ. ବାଦୁଡି


୨୩୬. ମଣିଷର କେଉଁ ଜିନିଷ ନିଜଠାରୁ ଅଲଗା ହୁଏ ନାହିଁ ?

 ଉ. ନିଜର


୨୩୭. କୁକୁରମାନଙ୍କର କେତେବେଳେ ବୁଦ୍ଧି ଆସେ ?

ଉ. ଗୋଡ ଉଠେଇ ପରିସ୍ରା ସମୟରେ ସେମାନଙ୍କର ବୁଦ୍ଧି ଆସେ ।


 ୨୩୮. କେଉଁ ଜିନିଷ ଗୋଟିଏ ସ୍ତ୍ରୀ ସ୍ଵାମୀକୁ ଦିଏ ନାହିଁ ? 

ଉ. ଚିତ୍ତାକୁ ନିଆଁ ଶବକୁ କାନ୍ଧ


୨୩୯. ପୃଥ‌ିବୀର କେଉଁ ପାହାଡ ପ୍ରତିଦିନ ରଙ୍ଗ ବଦଳାଏ ?

 ଉ.ଆୟରର୍ସରକ୍ (ଦକ୍ଷିଣ ଆମେରିକା)


୨୪୦. ମଣିଷ ପାଖକୁ ଟାଣି ନେଇ ରକ୍ତ ଶୋଷି ନେଉଥ‌ିବା ଗଛର ନାମ କ’ଣ ? 

ଉ. ମୋଗା


୨୪୧. ଭାରତର କେଉଁ ମନ୍ଦିରରେ ୫୦ କିଲୋ ଗ୍ରାମର ତାଲା ଲାଗିଛି ? 

ଉ. ଶ୍ରୀ ଜଗନ୍ନାଥ ମନ୍ଦିର (ପୁରୀ)


୨୪୨. ଭାରତରେ ଏମିତି କେଉଁଠି ସ୍ଥାନ ଅଛି ଯେଉଁଠି ନଦୀ ସମୁଦ୍ର ଅଛି ପାଣି ନାହିଁ, ପାହାଡ ଅଛି ପଥର ନାହିଁ, ମରୁଭୂମି ଅଛି ବାଲି ନାହିଁ ? 

ଉ. ମାନଚିତ୍ର


୨୪୩. କେଉଁ ନଗରରେ ୨ ମାସ ଦିନ ହୁଏ ? 

ଉ. ହେମର୍ ଫାଷ୍ଟ 


୨୪୪. କେଉଁ ବୃକ୍ଷର ପତ୍ରକୁ ଗର୍ଭବତୀ ସ୍ତ୍ରୀ ଲୋକଙ୍କୁ ସୁଙ୍ଗାଇଲେ ଛିଙ୍କ ଲାଗେ ଏବଂ ତା’ର ପୁତ୍ର ସନ୍ତାନ ଜନ୍ମ ହୁଏ ?

 ଉ, ବିଟସ୍


 ୨୪୫. ଓଡିଶାର ଭଜନ ସମ୍ରାଟ କିଏ ? 

ଉ. ଭିକାରୀ ବଳ


୨୪୬, କେଉଁ ମାଛ ଅଣ୍ଡା ଦେବା ପରେ ମରିଯାଆନ୍ତି ? 

ଉ. ଇଲ୍ ମାଛ 


୨୪୭, ସାପର ବିଷ ଦାନ୍ତ କାଟିଦେଲେ ପୁଣି ବିଷ ଦାନ୍ତ ଉଠିବାକୁ କେତେ ସମୟ ଲାଗେ ?

 ଉ. ୩ ରୁ ୬ ସପ୍ତାହ


୨୪୮. କେଉଁ ଜୀବର ଗୋଡରେ କାନ ଥାଏ ? 

ଉ. ଝିଣ୍ଟିକା 


୨୪୯. କେଉଁ ଦେଶର ଲୋକମାନଙ୍କ ପରମାୟୁ ବିଶ୍ଵରେ ସବୁଠାରୁ କମ୍ ?

 ଉ. ଜିମ୍ବାୱେ


୨୫୦, କୋଣାର୍କ ମନ୍ଦିର ନିର୍ମାଣ କେବେ ହୋଇଥିଲା ? 

ଉ. ୧୨୪୫ ଖ୍ରୀ.ଅ


୨୫୧. କଟକ ସହରରେ କେବେ ହାଇକୋର୍ଟ ପ୍ରତିଷ୍ଠା ହୋଇଥିଲା ? 

ଉ. ୧୯୪୮ ମସିହା ଜୁଲାଇ ୨୬ ତାରିଖ


୨୫୨. କଂସାବାସନ ପାଇଁ ଓଡିଶାରେ କେଉଁ ସ୍ଥାନ ପ୍ରସିଦ୍ଧ ? 

ଉ. ବାଳକାଟି


 ୨୫୩. ପଟି ଓ ମଶିଣା ପାଇଁ ? 

ଉ. ଭୋଗରାଇ (ବାଲେଶ୍ଵର) 


୨୫୪, ଶିଙ୍ଗ କାମ ପାଇଁ ?

ଉ. ପାରଳାଖେମୁଣ୍ଡି


୨୫୫. ବାରବାଟି ଦୁର୍ଗ କିଏ ନିର୍ମାଣ କରିଥିଲେ ? 

ଉ. ମୁକୁନ୍ଦ ଦେବ 


୨୫୬, କୋଣାର୍କ ମନ୍ଦିର କିଏ ନିର୍ମାଣ କରିଥିଲେ ? 

ଉ. ଲାଙ୍ଗୁଳା ନରସିଂହଦେବ


୧୫୭, ଜଗନ୍ନାଥ ମନ୍ଦିର କିଏ ନିର୍ମାଣ କରିଥିଲେ ?

ଉ. ଚୋଡଗଙ୍ଗ ଓ ଅନଙ୍ଗ ଭୀବଦେବ


୨୫୮. ଲିଙ୍ଗରାଜ ମନ୍ଦିର କିଏ ନିର୍ମାଣ କରିଥିଲେ ? 

ଉ. ଯଯାତି କେଶରୀ ଓ ଲଲାଟେନ୍ଦୁ କେଶରୀ 


୨୫୯. ଧବଳେଶ୍ଵର ମନ୍ଦିର କିଏ ନିର୍ମାଣ କରିଥିଲେ ? 

ଉ. ପ୍ରତାପ ରୁଦ୍ର ଦେବ


୨୬୦, କଟକ ସହର କିଏ ନିର୍ମାଣ କରିଥିଲେ ? 

ଉ. ନୃପ କେଶରୀ 


୨୬୧, କିଏ ଜାତୀୟ ସଙ୍ଗୀତର ରଚୟତା ? 

ଉ. କବି ରବିନ୍ଦ୍ର ନାଥ ଠାକୁର 


୨୬୨. ଜୟ ଜବାନ୍ ଜୟ କିଶାନ୍ ସ୍ଲୋଗାନ କିଏ ଦେଇଥିଲେ ?

ଭି. ଲାଲ ବାହାଦୁର୍ ଶାସ୍ତ୍ରୀ


୨୬୩. କର ବା ମର ସ୍ଲୋଗାନ କାହାର ? 

. ମହାତ୍ମା ଗାନ୍ଧୀ


୨୬୪ . ଦିଲ୍ଲୀ ଚଲୋ ? 

ଉ. ସୁବାଷ ଚନ୍ଦ୍ର ବୋଷ


୨୬୫. ସ୍ଵରାଜ ଆମର ଜନ୍ମଗତ ଅଧିକାର ? 

ଉ. ବାଲ ଗଙ୍ଗାଧର ତିଲକ


୨୬୬. ଆରାମ ହାରାମ ହୈ ? 

ଉ. ପଣ୍ଡିତ ନେହେରୁ


୨୬୭. ଭାରତର ପ୍ରଥମ ଗ୍ରାଜୁଏଟ୍ ?

 ଉ. ଶ୍ରୀ ବକିମ୍ ଋଟାର୍ଜୀ


୨୬୮. କ୍ରିକେଟ୍ ମାଇଁ ଷ୍ଟାଇଲ୍ ? 

ଉ. କପିଳଦେବ


୨୬୯. ଲାଲ୍ ପତାକାର ଅର୍ଥ କ’ଣ ?

 ଉ. ବିପଦ


୨୭୦. ଧଳା ପତାକା କାହାର ପ୍ରତୀକ ? 

ଉ. ଶାନ୍ତି


୨୭୧. ରାମ ଚରିତ ମାନସ କିଏ ଲେଖିଛନ୍ତି ? ଉ. ତୁଳସୀ ଦାସ ୨୭୨. ଗୀତ ଗୋବିନ୍ଦର ସ୍ରଷ୍ଟା କିଏ ? ଉ. ଜୟଦେବ ୨୭୩. ମାଇଁ ଏକ୍ସପେରିମେଣ୍ଟ ୱିଥ୍ ଟ୍ରୁଥର ରଚୟତା କିଏ ?

ଉ. ଜବାହାରଲାଲ୍ ନେହେରୁ

୨୭୪. କଳିଙ୍ଗ ପୁରସ୍କାରର ପ୍ରତିଷ୍ଠାତା କିଏ ? 

ଉ. କଳିଙ୍ଗ ବୀର ବିଜୁ ପଟ୍ଟନାୟକ


୨୭୫. ଓସ୍କାର ପୁରସ୍କାର କାହିଁକି ଦିଆଯାଏ ? 

ଉ. ବିଶିଷ୍ଟ ଚଳଚିତ୍ର ପାଇଁ 


୨୭୬. ଆଇ.ଏସ୍.ଆଇ କେଉଁ ଦେଶର ଗୁଇନ୍ଦା ସଂସ୍ଥା ? 

ଉ. ପାକିସ୍ଥାନ 


୨୭୭. ସି.ବି.ଆଇ କେଉଁ ଦେଶର ଗୁଇନ୍ଦା ସଂସ୍ଥା ?

 ଉ. ଭାରତ 


୨୭୮. ସି.ଆଇ.ଏସ୍ କେଉଁ ଦେଶର ଗୁଇନ୍ଦା ସଂସ୍ଥା ?

 ଉ. ଆମେରିକା 


୨୭୯. ଶ୍ରୀଲଙ୍କା କେଉଁଠି ? 

ଉ. ଭାରତ ମହାସାଗର


୨୮୦, ବହୁବାର ଓସ୍କାର ଜିତିଥିବା ବ୍ୟକ୍ତି କିଏ ?

 ଉ. ୱାଲଟ୍ ଡିସବେ


୨୮୧. ବୃହତ୍ତମ ମାଲ୍‌ବାହୀ ଜାହାଜ ? 

ଉ. ବଜଷ୍ଟାହଲ 


୨୮୨. ବୃହତ୍ତମ ଧର୍ମ ମେଳା ?

 ଉ. କୁମ୍ଭ ମେଳା


୨୮୩, ପୃଥ‌ିବୀର ବୃହତ୍ତମ ସିନେମା ଘର ? 

ଉ. ରକ୍ତି (ନ୍ୟୁୟର୍କ) 


୨୮୪. ବୃହତ୍ତମ ବ୍ୟାଙ୍କ ? 

ଉ. ଆମେରିକାନ୍ ବ୍ୟାଙ୍କ


Keywords: 

Interesting Question with Answer | odia funny questions | odia paheli | odia gk | nteresting Question with Answer odia dhaga dhamali odia paheli odia gk Rapid Mind odia dhaga dhamali quiz odia funny question with answerodia paheli for children odia gk 2020 crazy question odia odia puzzles IAS Interview Question with Answer Odia Nat Khat Gyana funny video odia general knowledge odia Odia Dhaga Dhamali Part 44 || Top 10 Odia Riddles and Paheliyan to Test your IQ || IAS Interview Questions Odia Dhaga Katha, Odia Dhaga, Odia Riddles, Odia Paheli, Odia Puzzles, Odia Paheliyan, Odia Khati, Odia Khati Maza, Odia Funny Questions, Odia Clever Questions, Odia Clever Questions, Odia GK, Odia Quiz, Odia Padya Prahelika, Odia Padya Pranalika, Odia Loka Katha, Test your Brain, Mind your Logic, Odia Funny Video, Questions with Answers, riddles and answers, puzzles with answers, gk with answers, odia dhaga dhamali, mysterious paheliyan, paheli challenge, IQ Questions

No comments:

Post a Comment

Comments