web page for every book School , College , Engineering .

Thursday, October 17, 2024

Jonnka Priya Sathi Dik Question Answer | Meher Sir

Mehersir.in Class 4 chapter 5 jonnka priya sathi dik question & answer |  ଚତୁର୍ଥ ଶ୍ରେଣୀ ପାଠ-୫ ଜନ୍ ଙ୍କ ପ୍ରିୟ ସାଥୀ ଡ଼ିକ୍ ପ୍ରଶ୍ନ ଉତ୍ତର  | class 4 mil chapter 5 odia jonnka priya sathi dik Question answer odia medium | Class 4 odia janka priya sathi dik question answer || Jannka priya sathi dik || Class 4 mil chapter5 class 4 mil mil class 4 chapter 5 | Class 4 mil chapter 5 janka priya sathi dik question answer | Jannka priya sathi dik class 4 odia | Class 4 Chapter 5 Jan Nka Priya Sathi Dick ( ଜନ୍ ଙ୍କ ପ୍ରିୟ ସାଥି ଡିକ୍ ) Question Answer ... class 4 mil chapter 5 odia jonnka priya sathi dik | janka priya sathi dik class 4 question answer | class 4 odia janka priya sathi dik question answer | 4th class mil chapter 5 jan nka priya  | Janka priya sathi dik question answer pdf Janka priya sathi dik question answer seba Janka priya sathi dik question answer english Janka priya sathi dik question answer class 4.

Class 4 Janka priya sathi dik question answer ( ଜନ୍ ଙ୍କ ପ୍ରିୟ ସାଥି ଡିକ୍ ) | Rajbooks.in

ପାଠ୍ୟପୁସ୍ତକ ଅନ୍ତର୍ଗତ ଅଭ୍ୟାସ ପ୍ରଶ୍ନୋତ୍ତର

୧। ଆସ କଥାବାର୍ତ୍ତା ହେବା ।

(କ) ଭାରତୀୟ ଯୁବକ କ’ଣ ପାଇଁ ବିଲାତ ଯାଇଥିଲେ ? 

ଉ : ଭାରତୀୟ ଯୁବକ ଉଚ୍ଚଶିକ୍ଷା ପାଇଁ ବିଲାତ ଯାଇଥିଲେ । 


(ଖ) ଭାରତୀୟ ଯୁବକ ବିଲାତର କେଉଁ ସହରକୁ ଯାଇଥିଲେ ? 

ଉ : ଭାରତୀୟ ଯୁବକ ବିଲାତର କାର୍ଲାଇଲ୍ ସହରକୁ ଯାଇଥିଲେ ।


(ଗ) ରାସ୍ତା ପାରିହେବାରେ ଜନ୍ କାହିଁକି ଡିକ୍‌ର ସାହାଯ୍ୟ ନେଲେ ?

ଉ  : ଜନ୍ ଅନ୍ଧ ଥିଲେ, ତେଣୁ ସେ ରାସ୍ତାପାରି ହେବାରେ ଡିକ୍ରର ସାହାଯ୍ୟ ନେଲେ


୨ । ଗାର ଦିଆଯାଇଥବା ଶବ୍ଦ ବଦଳରେ ସେହି ଅର୍ଥ ବୁଝାଉଥବା ଶବ୍ଦ ଲଗାଇ ବାକ୍ୟଗୁଡ଼ିକୁ ଲେଖୁବା ।


(କ) ମୁଁ ଶ୍ରେଣୀରେ ପ୍ରଥମ ହେବାରୁ ଘରଲୋକେ ଆନନ୍ଦିତ ହେଲେ ।

ଉ : ମୁଁ ଶ୍ରେଣୀରେ ପ୍ରଥମ ହେବାରୁ ଘର ଲୋକେ ଭଲସିତ ହେଲେ ।


(ଖ) ଆଜି ଅବିରତ ବର୍ଷା ହେଉଛି ।

ଉ : ଆଜି ଅନବରତ ବର୍ଷା ହେଉଛି ।


(ଗ) ଆମ ଗାଁ ରାସ୍ତାରେ ଓଟ ଦେଖୁ ଆମେ ବିସ୍ମିତ ହେଲୁ ।

 ଉ : ଆମ ଗାଁ ରାସ୍ତାରେ ଓଟ ଦେଖ୍ ଆମେ ବିସ୍ମୟ ହେଲୁ ।


 (ଘ) ନୂଆ ଜାଗା ଦେଖ‌ିବା ପାଇଁ ସମସ୍ତଙ୍କର ମନରେ ଉତ୍କଣ୍ଠା ଥାଏ । 

ଉ : ନୂଆ ଜାଗା ଦେଖିବା ପାଇଁ ସମସ୍ତଙ୍କର ମନରେ ଆଗ୍ରହ ଥାଏ ।


୩ । ଯେପରି ‘କୁକୁର’ ସହିତ ପୋଷା ଲଗାଇ ପୋଷାକୁକୁର କରାଯାଉଛି, ସେଇଭଳି ତଳଲିଖତ ଶବ୍ଦଗୁଡ଼ିକ ସହିତ କ’ଣ ଲଗାଇ ନୂଆ ଶବ୍ଦ ତିଆରି କରାଯାଇପାରିବ, ଲେଖୁବା ।


ଢ : ଉଜ୍ଜ୍ଵଳ ଆଖୁ

ଅନ୍ତରଙ୍ଗ ବନ୍ଧୁ

ଅନାବିଳ ବନ୍ଧୁତ୍ବ

ବୃଦ୍ଧ ବ୍ୟକ୍ତି


୪ । ବିକାଶର ଗାଁ ମହୁଲପାଲି । ଗାଁଟି ମହାନଦୀ କଡ଼ରେ, ତା’ ବାପା ରାମହରି ବାବୁ ଲଣ୍ଡନରେ ଚାକିରି କରନ୍ତି । ସେ ବର୍ଷକୁ ଥରେ ଘରକୁ ଆସନ୍ତି । ସେଇଟା ପୁଣି ଡିସେମ୍ବର ମାସରେ । ତେଣୁ ଡିସେମ୍ବର ମାସଟି ବିକାଶ ଓ ତା’ ସାନଭାଇ ମୁନାର ଭାରି ଭଲରେ କଟେ ।

ଉପରୋକ୍ତ ଅନୁଚ୍ଛେଦରୁ ନାମକୁ ବୁଝାଉଥ‌ିବା ଶବ୍ଦଗୁଡ଼ିକ ଲେଖ ।

ଉ : ବିକାଶ, ମହୁଲପାଲି, ମହାନଦୀ, ରାମହରି, ଲଣ୍ଡନ,

ଡିସେମ୍ବର, ମୁନା

୫ । ଯୁବକ ଜଣକ ରାସ୍ତାର ଆରପଟକୁ ଲକ୍ଷ୍ୟ କଲେ । ଦେଖ‌ିଲେ, ଜଣେ ବୃଦ୍ଧ ବ୍ୟକ୍ତି ଥମ୍ପସନ୍‌ଙ୍କ ଡାକରେ ଅଟକି ଯାଇଛନ୍ତି । କୁକୁର ବେକରେ ବନ୍ଧା ହୋଇଥବା ବେଲ୍ଟଟିକୁ ଧରିଛନ୍ତି । କୁକୁରଟି ତାଙ୍କ ଆଗରେ ଠିଆ ହୋଇଛି ଏବଂ ମାଲିକର ନିର୍ଦ୍ଦେଶ ପାଇଁ ଚାହିଁ ରହିଛି ।’’

ଉପରେ ଲେଖାଯାଇଥ‌ିବା ଅନୁଚ୍ଛେଦରୁ କାମକୁ ବୁଝାଇଥବା ଶବ୍ଦଗୁଡ଼ିକୁ ବାଛି ଲେଖୁବା ।

ଉ : ଲକ୍ଷ୍ୟକଲେ, ଦେଖୁଲେ, ଅଟକି ଯାଇଛନ୍ତି, ଧରିଛନ୍ତି, ଠିଆ ହୋଇଛି, ଚାହିଁ ରହିଛି ।


୬ । ‘ଯେ ସାହାଯ୍ୟ କରେ’ ତାକୁ ଗୋଟିଏ ପଦରେ ‘ସାହାଯ୍ୟକାରୀ’ କହିଥାଉ । ସେହିପରି ତଳଲିଖ୍ ଉକ୍ତିଗୁଡ଼ିକ ଗୋଟି- ପଦରେ କ’ଣ ହେବ ଲେଖୁବା–


ଉ : ଯେ ପାଦରେ ଚାଲେ - ପଦଚାରୀ 

ଯେ ତାଲିମ ପାଇଛି - ତାଲିମ୍ ପ୍ରାପ୍ତ

ଯେ ନିର୍ଦ୍ଦେଶ ଦିଏ -  ନିର୍ଦ୍ଦେଶକ

ଯେ ଭାରତର ଲୋକ -, ଭାରତୀୟ

ଯାହାର ଚକ୍ଷୁ ନାହିଁ - ଚକ୍ଷୁହୀନ


୭। ‘କ’ ଓ ‘ଖ’ ବାକ୍ୟ ଦୁଇଟିରେ ଥିବା ଭାବକୁ ‘ଗ’ରେ ଥ‌ିବା ଗୋଟିଏ ବାକ୍ୟରେ ପ୍ରକାଶ କରାଯାଇଛି । ସେହିପଟି ତଳେ ଦିଆଯାଇଥିବା ଦୁଇ ଦୁଇଟି ବାକ୍ୟର ଭାବକୁ ଏକାଠି ଯୋଡ଼ି ଗୋଟିଏ ବାକ୍ୟରେ ଲେଖୁବା । ଯେପରି – (କ) ଆମେ ଦୁଇ ବନ୍ଧୁ ରୁଟି ଖାଉ ।

(ଖ) ଆମେ ଦୁଇ ବନ୍ଧୁ ବିସ୍କୁଟ୍ ଖାଉ ।

(ଗ) ଆମେ ଦୁଇ ବନ୍ଧୁ ରୁଟି ଓ ବିସ୍କୁଟ୍ ଖାଉ ।

(କ) କୁକୁରଟି ତା’ର ସମସ୍ତ ବୁଦ୍ଧି ଖଟାଇ ଆପଣଙ୍କୁ ସାହାଯ୍ୟ କରିବ ।

 (ଖ) କୁକୁରଟି ତା’ର ସମସ୍ତ କୌଶଳ ଖଟାଇ ଆପଣଙ୍କୁ ସାହାଯ୍ୟ କରିବ । (ଗ) .....

ଉ : କୁକୁରଟି ତା’ର ସମସ୍ତ ବୁଦ୍ଧି ଓ କୌଶଳ ଖଟାଇ ଆପଣଙ୍କୁ ସାହାଯ୍ୟ କରିବ ।

(କ) ନନ୍ଦନକାନନରେ ଚିଡ଼ିଆଖାନା ଦେଖୁବା ।

(ଖ) ନନ୍ଦନକାନନରେ ଉଭିଦ ଉଦ୍ୟାନ ଦେଖ‌ିବା ।

ଉ : ନନ୍ଦନକାନନରେ ଚିଡ଼ିଆଖାନା ଓ ଉଭିଦ ଉଦ୍ୟାନ ଦେଖୁବା ।


୮ । ପିଲାଟିଏ ଗୋଟିଏ କୁକୁର ସାଙ୍ଗରେ ଖେଳୁଛି ଏବଂ ଆଉ ଗୋଟିଏ ପିଲା କୁକୁରକୁ ଖାଇବାକୁ ଦେଉଛି । ପିଲାମାନେ ଠିକ୍ କରୁଛନ୍ତି କି ?


ଉ : ପିଲାଟିଏ ଗୋଟିଏ କୁକୁର ସାଙ୍ଗରେ ଖେଳୁଛି । ସେ ଠିକ୍ କରୁଛି । କାରଣ କୁକୁର ଗୋଟିଏ ବିଶ୍ଵାସୀ ପ୍ରାଣୀ । ସେ ଆବଶ୍ୟକ ବେଳେ ଉପକାର କରିଥାଏ । ତା’ ସହିତ ହସିଖେଳି ତାକୁ ଆପଣାର କରିହୁଏ । ଅନ୍ୟ ପିଲାଟି କୁକୁରକୁ ଖାଇବାକୁ ଦେଇ ଠିକ୍ କରୁଛି । କାରଣ କୁକୁରକୁ ଖାଇବାକୁ ଦେଲେ ସେ ପୋଷା ମାନିଯାଏ । କୁକୁର ଗୋଟିଏ ଗୃହପାଳିତପଶୁ ହୋଇଥିବାରୁ ତାକୁ ଖାଇବାକୁ ଦେବା ଠିକ୍ କାମ ।


୯ । ସରଳ ଭାଷାରେ ବୁଝାଇ ଲେଖୁବା ।

‘ଡିକ୍‌ର ସେହି ଆଖ୍ କ’ଣ ଜନ୍‌ଙ୍କ ଆଖୁ ନୁହେଁ !'


ଉ : ଡିକ୍‌ର ..... - ଆଖୁ ନୁହେଁ ।’

ଉକ୍ତ ଗଦ୍ୟଶଟି ଆମ ‘ସାହିତ୍ୟ କଳିକା’ ବହିର ‘ଜନ୍‌ଙ୍କ ପ୍ରିୟ ସାଥୀ ଡିକ୍‌’ ବିଷୟରୁ ଆନୀତ । ଏଠାରେ ଲେଖକ ଦିଗରାଜ ବ୍ରହ୍ମା ଡିକ୍‌ର ଆଖ୍ୟାର ମହତ୍ତ୍ବ ବର୍ଣନା କରିଛନ୍ତି ।

ଜନ୍‌ଙ୍କର ଆରେ ଦୃଷ୍ଟିଶକ୍ତି ନଥିଲା । ସେ ଚକ୍ଷୁହୀନ ଥିବାରୁ ପୋଲିସ ସଂସ୍ଥା ତରଫରୁ ତାଙ୍କୁ ଗୋଟିଏ ତାଲିମପ୍ରାପ୍ତ କୁକୁର ଯୋଗାଇ ଦିଆଯାଇଥିଲା । ଜନ୍ ଯୁଆଡ଼େ ଯାଉଥିଲେ ଡିକ୍ ତାଙ୍କୁ ବାଟ ଦେଖାଇ ଦେଉଥିଲା । ଜନ୍‌ଙ୍କର ଆଖୁ ନଥିଲେ ମଧ୍ୟ ଡିକ୍ର ଆଖୁ ଥ‌ିବାରୁ ସେ ତାଙ୍କୁ ବାଟ ଦେଖାଇ ପାରୁଥିଲା । ତେଣୁ ଡିକର ସେହି ଆଖୁ ଜନ୍‌ଙ୍କ ଆଖୁ ଭଳି କାମ କରୁଥିଲା ।

ସରଳ ଭାବରେ କହିଲେ ଲେଖକଙ୍କର ଏହି ମତ ଗ୍ରହଣଯୋଗ୍ୟ ।

No comments:

Post a Comment

Comments